କୋଭିଡ୍‌-୧୯ ଭୂତାଣୁର ନୂଆ ଭାରତୀୟ ‘ଷ୍ଟ୍ରେନ୍‌’ ଅଧିକ ସଂକ୍ରମଣଶୀଳ ହୋଇପାରେ: ‘ଏମ୍‌ସ୍‌’ ମୁଖ୍ୟ

ନୂଆଦିଲ୍ଲୀ: ଭାତରେ କୋରୋନାଭାଇରସ୍‌ ‘ହର୍ଡ ଇମ୍ୟୁନିଟି’ ଏକ ଭ୍ରାନ୍ତ ଧାରଣା। କାରଣ ଦେଶର ସମୁଦାୟ ଜନତାଙ୍କୁ ସୁରକ୍ଷିତ ରଖିବାକୁ ଅନ୍ୟୂନ ୮୦% ଲୋକଙ୍କ ଶରୀରେ ‘ଆଣ୍ଟିବଡି’ ସୃଷ୍ଟି ହେବା ଆବଶ୍ୟକ ବୋଲି ଶନିବାର ଦିନ ‘ଏନ୍‌ଡିଟିଭି’କୁ କହିଛନ୍ତି ‘ଏମ୍‌ସ୍‌’ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ। ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା କରୋନାଭାଇରସ୍‌ର ନୂଆ ‘ଷ୍ଟ୍ରେନ୍‌’ ପରିପ୍ରେକ୍ଷୀରେ ସେ ଏକଥା କହିଛନ୍ତି। ଏହି ନୂଆ ‘ଷ୍ଟ୍ରେନ୍‌’ର ଭୂତାଣୁ ଅଧିକ ସଂକ୍ରମଣଶୀଳ ହେବା ସହ … Continue reading କୋଭିଡ୍‌-୧୯ ଭୂତାଣୁର ନୂଆ ଭାରତୀୟ ‘ଷ୍ଟ୍ରେନ୍‌’ ଅଧିକ ସଂକ୍ରମଣଶୀଳ ହୋଇପାରେ: ‘ଏମ୍‌ସ୍‌’ ମୁଖ୍ୟ